ଏନ୍ ଏ ସି କର୍ମଚାରୀ ଙ୍କ ମୃତ୍ୟୁ

0
196
ଏନ୍ ଏ ସି

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, ଗଜପତି, (୧୦/୦୩) : ଆଜି ସକାଳେ ଗଜପତି ଜିଲ୍ଲା ର କାଶୀନଗର ଏନ୍ ଏ ସି ଜଣେ କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି ।

କାଶୀନଗର ଏନ୍ ଏ ସି ରେ ଦୀର୍ଘଦିନ ହେଲା ରାତ୍ର ଜଗୁଆଳି ଭାବେ କାର୍ଯ୍ୟରତ ଥିବା ୱାଇ ସମ୍ମୁଖ ରାଓ ଙ୍କ କର୍କଟ ରୋଗରେ ପଡ଼ି ମୃତ୍ୟୁ ଘଟିଛି । ସେ ଜଣେ ପରୋପକାରୀ ଓ ଶାନ୍ତ ବ୍ୟକ୍ତି ଥିଲେ । ସେ ସମସ୍ତ ଅଫିସର ମାନଙ୍କ ଅତ୍ୟନ୍ତ ବିଶ୍ଵସ୍ତ ମଧ୍ୟ ଥିଲେ । ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡା ସତ୍ୟ ସମ୍ପୂର୍ଣ୍ଣ। ରାଉତ ଗଭୀର ସମ୍ ବେଦନା ଜଣାଇଛନ୍ତି । ଏନ ଏ ସି କର୍ମଚାରୀ ସଂଘ ମଧ୍ୟ ଗଭୀର ସମ୍ ବେଦନା ଜଣାଇଛନ୍ତି । ତାଙ୍କ ବିୟୋଗ ରେ କାର୍ଯ୍ୟାଳୟ ଓ ଗ୍ରାମ ରେ ରେ ଶୋକ ର ଛାୟା ଖେଳି ଯାଇଛି ।