ବିଜେଡ଼ି ସଂଖ୍ୟାଲଘୁ ସେଲ୍ ସମ୍ପାଦକ ପଲ୍ଲବ ଲିମାଙ୍କ ପ୍ରଚାର

0
269
ବିଜେଡ଼ି ସଂଖ୍ୟାଲଘୁ ସେଲ୍

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୨/୦୩) : ଆଜି ରାଜ୍ୟ ବିଜେଡ଼ି ସଂଖ୍ୟାଲଘୁ ସେଲ୍ ର ରାଜ୍ୟ ସମ୍ପାଦକ ଶ୍ରୀ ପଲ୍ଲବ ଲିମା ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ଗସ୍ତ ରେ ଆସି ବିଜୁ ଜନତା ଦଳ (ବି.ଜେ.ଡ଼ି.) ପାଇଁ ପ୍ରଚାର କରିଛନ୍ତି ।

ବିଜେଡ଼ି ସଂଖ୍ୟାଲଘୁ ସେଲ୍ ର ରାଜ୍ୟ ସମ୍ପାଦକ ଶ୍ରୀ ପଲ୍ଲବ ଲିମା କାଶୀନଗର ର ୱାର୍ଡ ନ ୮ ଓ ୧୧, ୧୨, ୧୩ ରେ ଆଗାମୀ ପୌର ପରିଷଦ ନିର୍ବାଚନ ପାଇଁ ପ୍ରଚାର କରି ଜଣ ସାଧାରଣଙ୍କୁ ବିଜେଡ଼ି କୁ ଭୋଟ ଦେବାକୁ କହିଛନ୍ତି । ସେ ପୌର ଅଧ୍ୟକ୍ଷା ପ୍ରାର୍ଥୀ ଶ୍ରୀମତୀ ଏମ୍ ସୁଧା ରାଣୀ ଙ୍କ ସହ ଘର କୁ ଘର ବୁଲି ପ୍ରଚାର କରୁଛନ୍ତି । ଆଜି ସଂଯ୍ୟାରେ ପ୍ରଚାର ବନ୍ଦ ହୋଇଯିବ । ଏଣୁ ପ୍ରଚାର କୌଣସି ପାଇଁ ମୁହୂର୍ତ୍ତକୁ ହାତ ଛଡ଼ା କରୁ ନାହାନ୍ତି ।