ଅଡବା ଜୋନ୍ ୮ ସଭ୍ୟା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ

0
283
ଜିଲ୍ଲାପରିଷଦ ଉପାଧ୍ୟକ୍ଷ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୪/୦୩) : ଆଜି ଗଜପତି ଜିଲ୍ଲା ପରିଷଦ ଉପଢକ୍ଷା ନିର୍ବାଚନ ହେଉଛି ।

ଏହି ନିର୍ବାଚନ ରେ ମୋହନା ନିର୍ବାଚନ ମଣ୍ଡଳୀ ର ଜୋନ୍ ୮ ଅଡବା ସଭ୍ୟଙ୍କୁ ବିଜେଡ଼ି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ସେ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବା ସୁନିଶ୍ଚିତ ବୋଲି ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡିଛି । ଶ୍ରୀମତୀ କୁନ୍ତଳା ମଲିକ ଉପାଧ୍ୟକ୍ଷ ହେବେ |