-5.7 C
Innichen
Monday, July 4, 2022

5T ରେ ରୂପାନ୍ତରିତ ବିଜୟାନନ୍ଦ ହାଇସ୍କୁଲକୁ ବିଡ଼ିଓଙ୍କ ପରିଦର୍ଶନ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୭/୦୪) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ଗ୍ରାମରେ ଥିବା 5T ରେ ରୂପାନ୍ତରିତ ହୋଇଥିବା ବିଜୟାନନ୍ଦ ହାଇସ୍କୁଲ କୁ ବିଡିଓ ପରିଦର୍ଶନ କରିଥିବା ଜଣା ଯାଇଛି ।

କାଶୀନଗର ବ୍ଲକ ଅନ୍ତର୍ଗତ ଅଳଡ଼ା ଗ୍ରାମରେ ଥିବା ବିଜୟାନନ୍ଦ ହାଇସ୍କୁଲ ଗତ ୧୯୯୩ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହି ହାଇସ୍କୁଲ ଟି ପ୍ରଥମେ  ପ୍ରାଇଭେଟ୍ ପରିଚାଳନା ରେ ଚାଲୁଥିଲା । ଏବେ ପୂର୍ଣ୍ଣ ଅନୁଦାନ ପାଇଁ ପରେ ସରକାର 5T ରେ ଏହି ବିଦ୍ୟାଳୟ କୁ ରୂପାନ୍ତରିତ କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକୁ ସମୀକ୍ଷା କରିଛନ୍ତି ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଇ-ପାଠ। ଗା ର, ସ୍ମାର୍ଟ କ୍ଲାସ ରୁମ, ୱାଲ ପେଣ୍ଟିଂ ଇତ୍ୟାଦି କାର୍ଯ୍ୟ ର ତଦାରଖ କରିଛନ୍ତି । ସେହି ପଞ୍ଚାୟତ ର ଯନ୍ତ୍ରୀ ଓ ଠିକାଦାର ଉପସ୍ଥିତ ରହିଛନ୍ତି ।

Related Articles

Stay Connected

0FansLike
3,376FollowersFollow
19,800SubscribersSubscribe
- Advertisement -spot_img

Latest Articles