-5.7 C
Innichen
Monday, July 4, 2022

ମାଜଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୮/୦୪) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ସହର ର ରେ ଥିବା (ପି ୟୁ ପି ଏସ) ମାଜଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

କାଶୀନଗର ସହର ର ରେ ଥିବା ମାଜଲା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ଜୁନିଅର ଓ ସିନିୟର୍ ବର୍ଗରେ ଦୌଡ, କ୍ରିକେଟ, କବାଡି ଓ ଛାତ୍ରୀ ମାନଙ୍କ ମ୍ୟୁଜିକଲ ଚେୟାର, ଦଉଡ଼ି ଖେଳ ପ୍ରତିଯୋଗିତା କରାଯାଇଛି । କୃତି ଛାତ୍ର ଓ ଛାତ୍ରୀ ଙ୍କୁ ଆଗାମୀ ମଙ୍ଗଳବାର ଦିନ ଏକ ଉତ୍ସବ ରେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ବିଦ୍ୟାଳୟ ତରଫରୁ ସୂଚନା ମିଳିଛି । ଶିକ୍ଷକ ମଧୁ, ରାମା ରାଓ, ଶିକ୍ଷୟତ୍ରୀ ମମତା, ଶ୍ରୀଦେବୀ, ସାରଦା, ସ୍ୱାତି, ପ୍ରତିମା ବିଦ୍ୟାଳୟ ର ଏହି ଏହି ବାର୍ଷିକ କ୍ରୀଡ଼ା ଉତ୍ସବ ପ୍ରତିଯୋଗିତା କୁ ସୁଚାରୁ ରୂପେ ତୁଲାଇ ଥିଲେ ।

Related Articles

Stay Connected

0FansLike
3,376FollowersFollow
19,800SubscribersSubscribe
- Advertisement -spot_img

Latest Articles