କୁନ୍ଦୁରା ବ୍ଲକ ର ବିଭିନ୍ନ ସ୍ଥାନରେ ପଲ୍ଲୀ ସଭା ଅନୁଷ୍ଠିତ

0
205
କୁନ୍ଦୁରା ବ୍ଲକ

ରିପୋର୍ଟ : ଅର୍ଜୁନ ହରିଜନ
କୁନ୍ଦୁରା, (୦୯/୦୪) : କୋରାପୁଟ ଜିଲ୍ଲା ର କୁନ୍ଦୁରା ବ୍ଲକ ଅନ୍ତର୍ଗତ ଘୁମର ପଞ୍ଚାୟତ ର ୮ ଓ ୯ ନମ୍ବର ବିରୁଡିପୁଟ ଏବଂ ଜୀ. ମୁଣ୍ଡିଗୁଡା ଠାରେ ପଲ୍ଲୀ ସଭା ଅନୁଷ୍ଠିତ ହୋଇଯାଇଛି l

କୁନ୍ଦୁରା ବ୍ଲକ ର ବିଭିନ୍ନ ସ୍ଥାନରେ ପଲ୍ଲୀ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ବାଣୁଆ ଏବଂ ସମିତି ସଭ୍ୟ, ପି ଇ ଓ, ଜି ଆର ଏସ ଉପସ୍ଥିତ ଥିବା ବେଳେ ପୂର୍ବତନ ସରପଞ୍ଚ ସମେତ ସମସ୍ତ ଗ୍ରାମବାସୀ ଗ୍ରାମ ର ସମସ୍ୟା ମଧ୍ୟରୁ ରାସ୍ତା, ପାନୀୟ ଜଳ, ଭତ୍ତା, ଆବାସ ଯୋଜନା, ଏମ ଜି ଏନ ଆର ଜି ଏ, ପରି ବିଭିନ୍ନ ଉପସ୍ଥାପନା କରିଥିଲେ l