କୁନ୍ଦୁରା ଠାରେ ରେଳ ରାସ୍ତା ପାଇଁ ଜନଶୁଣାଣି

0
193

ରିପୋର୍ଟ : ଅର୍ଜୁନ ହରିଜନ //
କୁନ୍ଦୁରା, (୧୩/୦୪) : କୋରାପୁଟ ଜିଲ୍ଲା ର କୁନ୍ଦୁରା ଠାରେ ରେଳ ରାସ୍ତା ପାଇଁ ଜନଶୁଣାଣି | କୁନ୍ଦୁରା ବ୍ଲକ ଅନ୍ତର୍ଗତ ଘୁମର ପନ୍ଚାୟତ ଠାରେ ଆଜି ୩ ଖଣ୍ଡ ଗାଁ ଲୋକଙ୍କୁ ନେଇ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି lbd92f9c0 a162 4518 97b3 558ec4d83e7f କୁନ୍ଦୁରା ଠାରେ ରେଳ ରାସ୍ତା ପାଇଁ ଜନଶୁଣାଣି

ଏଥିରେ ରେଲ ବାଈ ଅଧିକାରୀ ଉପସ୍ଥିତ ରହି ସ୍ଥାନୀୟ ପଂଚାୟତ ର ମୁଣ୍ଡିଗୁଡା ହାଟଖୁଡୁପି, ଘୁମର ଗ୍ରାମବାସୀଙ୍କ ସହମତି ଲୋଡ଼ିଥିଲେ l ଏହି ବୈଠକରେ ଗ୍ରାମବାସୀ ମାନେ ବିଭିନ୍ନ ସର୍ତ୍ତ ରଖିଥିଲେ l ସ୍ଥାନୀୟ ପଂଚାୟତ ଅଧିକାରୀ , ରାଜସ୍ୱ ନିରୀକ୍ଷକ, ନବନିର୍ବାଚିତ ସରପଞ୍ଚ ରାମଚନ୍ଦ୍ର ବାଣୁଆ। ଏବଂ ସମିତି ସଭ୍ଯ ନବୀନା ନାୟକ ସମତେ ଉପସ୍ଥିତ ରହି ଥିଲେ ।