ସମବାୟ ସମିତି ଲିଃ. ର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଜାରି

0
158
ସମବାୟ ସମିତି ଲିଃ.

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୬/୦୬) : ସମବାୟ ସମିତି ଲିଃ. ର ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ | ଜନମତ ପ୍ରକାଶ ବୌଦ୍ଧ ଜିଲ୍ଲା ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ରୁ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବହୁ ଜଟିଳ, ସଂଘର୍ଷ ମୟ |

ସକାଳ ୭ ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ନିର୍ବାଚନୀ ପ୍ରକ୍ରିୟା ଜାରିରହିଥିବା ବେଳେ ହରଭଙ୍ଗା ବ୍ଲକ ହରଭଙ୍ଗା ଓ ରାମଗଡ ସେବା ସମବାୟ ନିର୍ବାଚନ ଆଜି ସଂଘର୍ଷ ମୟ ମତଦାନ ପ୍ରକ୍ରିୟା ଜାରି ରହିଥିବା ଦେଖିବାକୁ ମିଳିଛି | ୧୨୬୨ ଭୋଟର ନେଇ ରାମଗଡ ସମବାୟ ସମିତି ଲିଃ ୧୫ ଗୋଟି ନିର୍ବାଚନୀ ମଣ୍ଡଳୀ ଥିବାବେଳେ ପ୍ରତି ମଣ୍ଡଳୀ ରୁ ୨ ଜଣ ଲେଖାଏଁ ପ୍ରତିଦ୍ୱନ୍ଦୀ ନିର୍ବାଚନୀ ମୈଦାନରେ ଓହ୍ଲେଇଛନ୍ତି |

ଶାନ୍ତି ଶୃଙ୍ଖଳା ସହିତ ନିର୍ବାଚନ ଚାଲିଥିବା ବେଳେ ବିଜେପି ପ୍ରାଥୀଙ୍କ ବିଜୟୀ ହେବ ବୋଲି ଜନମତ ଆସୁଛି | ନିର୍ବାଚନୀ ଶେଷ ପ୍ରକ୍ରିୟା କୁ ଜନସାଧାରଣ ଜନ ମତ କେତେଦୂର ଠିକ ଫଳାଫଳ ପରେ ଜଣାପଡିବ |