ପାନୀୟ ଜଳ ର ନମୁନା ସଂଗ୍ରହ ଓ ପରୀକ୍ଷା ସମ୍ପର୍କୀୟ କର୍ମଶାଳା ଅନୁଷ୍ଠିତ

0
304
ପାନୀୟ ଜଳ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୩/୭) : ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ତଥା କୋରାପୁଟ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ର ମିଳିତ ଆନୁକୁଲ୍ୟରେ ଏମ୍.ବି.କେ. ମାନଙ୍କ ପାଇଁ ଏକ ନମୁନା ସଂଗ୍ରହ ଓ ପରିମଳ ସର୍ବେକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 07 13 at 9.24.25 PM ପାନୀୟ ଜଳ ର ନମୁନା ସଂଗ୍ରହ ଓ ପରୀକ୍ଷା ସମ୍ପର୍କୀୟ କର୍ମଶାଳା ଅନୁଷ୍ଠିତ

ବି.ଡି.ଓ. ପ୍ରଣୟ ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତି ମାଧୁରୀ ଆଚାରି, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଜଳ ପରିମଳ, ନମୁନା ସଂଗ୍ରହ ସମ୍ପର୍କରେ ତାଲିମ ପ୍ରଦାନ କରିଥିବା ଜଣାପଡିଛି ।