କାଶୀନଗର ଖାଣ୍ଡବା ରାସ୍ତା ଅବସ୍ଥା ଶୋଚନୀୟ

0
161
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୭) : କାଶୀନଗର ଠାରୁ ଖାଣ୍ଡବା ରାସ୍ତା ଅତି ଶୋଚନୀୟ ହୋଇଥିବା ଜନ ପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି ।

ଏହି ରାସ୍ତା ପୂର୍ବେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପରେ ପୂର୍ତ୍ତ ବିଭାଗ ନେଇଛି । ଏହି ରାସ୍ତା ଏବେ ମରଣ ଯନ୍ତା ପାଲଟିଛି ବୋଲି ବୁଦୁରା ସରପଞ୍ଚ ଶ୍ରୀ ସଞ୍ଜୟ ମିଶ୍ର ଅଭିଯୋଗ କରିଛନ୍ତି । ଲୋକ, ଗାଡି, ଅଟୋ ଯିବାରେ ବଡ଼ ଅସୁବିଧା ହେଉଛି । କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି ।