ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

0
141
ଭୀମ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୭/୦୭) : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ବୌଦ୍ଧ ବ୍ଲକରେ ଆୟୋଜିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ପ୍ଲାନ ଇଣ୍ଡିଆ ଏମ ରାଇଟ ପ୍ରୋଜେକ୍ଟ ର ମିଳିତ ସହଯୋଗରେ ଟୀକାଦାନ ଶିବିର ଅନୁଷ୍ଠିତ ହୋଇଛି ।WhatsApp Image 2022 07 17 at 11.00.40 AM ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଭୀମ ଭୋଇ ଭିନ୍ନକ୍ଷମ ଶିବିର ଠାରେ ୧୩୮ ଜଣ ରୁ ଅଧିକ ଭିନ୍ନକ୍ଷମ ଟୀକା ଦିଆଯାଇଥିବା ବେଳେ କିଛି କର୍ମଚାରୀ, ଜନ ସାଧାରଣ ୩ୟ ଡୋଜ୍ ଟୀକା ନେଇଥିଲେ । ଏହି କାର୍ଯ୍ୟକ୍ରମ ଡଃ ଅଭୟ କୁମାର ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅଭିନାସ ପାଣ୍ଡିଆ ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୌଦ୍ଧ ବ୍ଲକ, ସୁଧାଂଶୁ ଶେଖର ପୁଝାରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ପ୍ଲାନ୍ ଇଣ୍ଡିଆ ର ଜିଲ୍ଲା ସଂଯୋଜକ ସଂଜିତ କୁମାର ପଟ୍ଟନାୟକ, ବ୍ଲକ ସଂଯୋଜକ ସୁଶାନ୍ତ କୁମାର ମଣ୍ଡଳ, ଟୀକା ମିତ୍ର ଦିବ୍ୟରଞ୍ଜନ ସାହୁ, ସମୀକ୍ଷା ଜେନା, ସୁଶାନ୍ତ ସେଠି, ସ୍ମୃତିରଞ୍ଜନ ପ୍ରଧାନ, ସ୍ମୃତି ରେଖା ପଟ୍ଟନାୟକ ଓ ଚିତ୍ତରଞ୍ଜନ ବେହେରା ଯୋଗ ଦେଇଥିଲେ ଓ ଏଏନେମ୍ ଦିପ୍ତିମୟୀ ମକହୁଡ ଓ ଡିଇଓ ପଙ୍କଜ କୁମାର ବାରିକ ଯୋଗ ଦେଇଥିଲେ ।