ଘର ର ସବୁ ବାସ୍ତୁ ଦୋଷ ଦୂର କରିଥାଏ ଏହି ଚମତ୍କରୀ ଯନ୍ତ୍ର

0
206
ଘର ର ସବୁ

ଉପସ୍ଥାପନା : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୨୦/୦୭) : ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ ଜୀବନକୁ ସୁଖମୟ ଏବଂ ସଫଳ ବନେଇବା ପାଇଁ ଉପଯୋଗ ଫଳ ଦିଆଯାଇଛି । କାଙ୍ଗାଳି ରୁ ଧନୀ ମଧ୍ୟ ହୋଇଯାଇଥାନ୍ତି । ଘର ର ସବୁ ବାସ୍ତୁ ଦୋଷ ଦୂର କରିଥାଏ ଏହି ଚମତ୍କରୀ ଯନ୍ତ୍ର

ଯଦି ଏହି ପାଞ୍ଚୋଟି ଜିନିଷ ରଖିବେ ତେବେ ଘର ର ସବୁ ବାସ୍ତୁ ଦୋଷ ଦୂର କରିଥାଏ । ପ୍ରଥମେ ଆପଣଙ୍କୁ ଏ ସବୁର ଭରଷା ରଖିବା ପାଇଁ ପଡିବ । କାରଣ ଭରଷାରେ ହିଁ ଦୁନିଆ ବାନ୍ଧି ହୋଇ ରହିଥାଏ । ପାଞ୍ଚୋଟି ଜିନିଷ କରିଲେ ଘର ର ବାସ୍ତୁ ଦୋଷ ଦୂର ହୋଇଥାଏ ।

(୧) ଯେଉଁ ବ୍ୟକ୍ତି ସ୍ୱଚ୍ଛ ମନରେ ପ୍ରଭୁ ଗଣେଶ ଙ୍କ ହାତ ଧରି ନେଇଥାଏ ସେହି ବ୍ୟକ୍ତି କେବେ ଦୁଃଖରେ ରହିବେ ନାହିଁ । ଧନ ଏବଂ ସୁଖରେ ବାଧାକୁ ଦୂର କରିବା ପାଇଁ ନୃତ୍ୟ କରୁଥିବା ଗଣେଶ ଙ୍କ ପ୍ରତିମୂର୍ତ୍ତି ଘରେ ରଖିବା ବହୁତ ଶୁଭ ହୋଇଥାଏ । ଗଣେଶ ଙ୍କ ମୁଖ୍ୟ ଦ୍ଵାରରେ ଦୃଷ୍ଟି ରହିବ ।

(୨) ବଇଁଶୀ – ବଇଁଶୀ ବାସ୍ତୁ ଦୋଷ ଦୂର କରିବାରେ ବହୁତ ହିଁ କାରିଗର ହୋଇଥାଏ । ଆର୍ଥିକ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ଙ୍କୁ ଚାନ୍ଦୀ ର ବଇଁଶୀ ଘରେ ରଖିବା ଉଚିତ ହୋଇଥାଏ ।

(୩) ଶଙ୍ଖ – ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖ ରେ ବାସ୍ତୁ ଦୋଷ ଦୂର କରିବାରେ କ୍ଷମତା ରହିଥାଏ । ଯେଉଁଠାରେ ନିୟମିତ ଶଙ୍ଖ ବଜା ଯାଇଥାଏ ସେଠାର ଆଖପାଖ ପବନ ବି ଶୁଦ୍ଧ ଆଉ ସକରାତ୍ମକ ହୋଇଥାଏ । ଶଙ୍ଖ କୁ ନାଲି କପଡାରେ ଘୋଡାଇ ପୂଜା ସ୍ଥାନରେ ରଖିଲେ ଶୁଭ ହୋଇଥାଏ ।

(୪) ଦେବୀ ଲକ୍ଷ୍ମୀ ଏବଂ ଭଗବାନ କୁବେର ଙ୍କ ମୂର୍ତ୍ତି । ମାତା ଲକ୍ଷ୍ମୀ ଙ୍କ ଫଟୋ ଆପଣଙ୍କ ଘରେ ନିଶ୍ଚୟ ରହିଥିବ । ଘରେ ଧନ ର ବୃଦ୍ଧି ପାଇଁ କୁବେର ଙ୍କ ଫଟୋ ରହିବା ନିତ୍ୟାନ୍ତ ଆବଶ୍ୟକ ।

(୫) କର୍ପୁର – ବାସ୍ତୁ ଦୋଷ ଦୂର କରିବା ପାଇଁ ଏବଂ ଧନ ସମ୍ବନ୍ଧିତ ଚିନ୍ତା ପାଇଁ ନିୟମିତ ଏକ କର୍ପୁର ଜଳାଇବେ । ଘର ର ମଝି ସ୍ଥାନରେ ନିୟମିତ କର୍ପୁର ଜଳାଇବେ ।