ଲଗାଣ ବର୍ଷାରେ ବିରାଟ ନିୟମ ଗିରି ପାହାଡରେ ପଥର ଖସି ପଡିଛି

0
115
ପଥର ଖସି ପଡିଛି

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, (୧୨/୮) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ କୁରୁଳି ପାଞ୍ଚୟତ ଚାଟିକଣା ଖଜୁରୀ ଯିବା ରାସ୍ତା ର ଏକ ବିଶାଳ ପଥର ଲଗାଣ ବର୍ଷାରେ ପଥର ଖସି ପଡିବା ଫଳରେ ଯାତାୟତ ଅସୁବିଧା ସମ୍ମୁଖୀନ ହୋଇଥିଲା ।

WhatsApp Image 2022 08 12 at 11.46.21 AM ଲଗାଣ ବର୍ଷାରେ ବିରାଟ ନିୟମ ଗିରି ପାହାଡରେ ପଥର ଖସି ପଡିଛି

ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଅବପାତ ପରେ କୁରୁଳି ଦୁଇ ଦିନ ଧରି ଲଗାଣ ବର୍ଷା ଚାଲିଛି । ବେଳକୁ ବେଳ ବର୍ଷା ବଢିବା ସହିତ ଏହାର ପ୍ରକୋପ ଜନ ଜୀବନ ଉପରେ ପ୍ରଭାବ ପକାଉଥିବା ଦେଖିବାକୁ ମିଳୁଛି । ଆଜି ଭୟଙ୍କର ବର୍ଷାରେ ସକାଳ ୯ ଟା ରେ ରାସ୍ତା ଉପରେ ପଥର ଖସି ପଡିଥିବା ଦେଖିବାକୁ ମିଳିଛି ।