ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବନ୍ୟାଞ୍ଚଳ ରେ ଗୋ-ଖାଦ୍ୟ ବଣ୍ଟନ

0
144
ପ୍ରାଣୀ ସମ୍ପଦ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୩/୦୮) : ବୌଦ୍ଧ ଜିଲ୍ଲା ର ବନ୍ୟା ପ୍ରଭାବିତ ଅଞ୍ଚଳ ରେ ଗୋପାଳକ ମାନଙ୍କୁ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ସରସରା ପଞ୍ଚାୟତ ର ବନ୍ୟା ପ୍ରଭାବିତ ଅଞ୍ଚଳ ରେ ୧୦୫୦ କେଜି ଗୋ-ଖାଦ୍ୟ ବଣ୍ଟନ କରାଯାଇଛି lWhatsApp Image 2022 08 23 at 8.00.45 PM ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବନ୍ୟାଞ୍ଚଳ ରେ ଗୋ-ଖାଦ୍ୟ ବଣ୍ଟନ

କାଳେଶ୍ଵର ଠାରେ ୩୧ ଜଣ, ମାଉଲସିଙ୍ଗା ୧୨, ସାନବାଗବାର ୧୫, ବଡ଼ବଙ୍କାପଡା ୧୫, ସାନବଙ୍କାପଡା ୨୪ ଓ ବଘାରପାଲି ଠାରେ ୩୨ ଜଣ ଗୋପାଳକ ଙ୍କୁ ଗୋ-ଖାଦ୍ୟ ବଣ୍ଟନ କରାଯାଇଛି l ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଗୋ-ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ରେ ପ୍ରାଣୀଧନ ନିରୀକ୍ଷକ ବଢିଙ୍ଗା ଗୌରାଙ୍ଗ ସାହୁ, ସରସରା, ନିରଞ୍ଜନ ପାତ୍ର ଓ କୃତ୍ରିମ ପ୍ରଜନନକାରୀ ମୃଶୁଣ୍ଢୀ ରତନ କୁମାର କର୍ମୀ, ସରସରା ସରପଞ୍ଚ ହରି ନାଏକ, ବଡବଙ୍କା ପଡା ୱାର୍ଡ ସଭ୍ୟ ଶୁଶାନ୍ତ କୁମାର ପୁରୋହିତ ପ୍ରମୁଖ ଉପସ୍ଥିତ ରହି ବନ୍ୟାଞ୍ଚଳ ରେ ସରକାର ଙ୍କ ତରଫରୁ ଗୋ-ଦାନା ବଣ୍ଟନ କରାଯାଇଛି l