ମାରୱାଡି ଯୁବାମଞ୍ଚ ର କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହେଲେ ମନୋଜ ଜୈନ

0
109
ମନୋଜ ଜୈନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୦୬/୦୯) : ମାରୱାଡି ଯୁବାମଞ୍ଚ ର ପ୍ରାନ୍ତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ ହେଲେ ଯୁବ ସାମ୍ବାଦିକ ମନୋଜ କୁମାର ଜୈନ ।

ବୌଦ୍ଧରେ ଅନୁଷ୍ଠିତ ଏକ ସଭାରେ ଓଡ଼ିଶା ପ୍ରାନ୍ତୀୟ ଅଧ୍ୟକ୍ଷ ନରେଶ ଉଁ ଅଗ୍ରୱାଲ ଶ୍ରୀ ଜୈନଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଘୋଷଣା କରିବା ସହ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।