ଅତନୁ ରାୟଗଡ଼ା ଓ ଜଗନ୍ନାଥ ଗଜପତି ର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ

0
138
ଅଧ୍ୟକ୍ଷ ନିଯୁକ୍ତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୦୯) : ରାଜ୍ୟ ଯୋଜନା ବୋର୍ଡ ଓ ଓଡ଼ିଶା ସରକାର ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀ ଓ ବହୁ ବିଧାୟକ ମାନଙ୍କୁ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଛନ୍ତି ।WhatsApp Image 2022 09 23 at 8.13.03 PM ଅତନୁ ରାୟଗଡ଼ା ଓ ଜଗନ୍ନାଥ ଗଜପତି ର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ

ପ୍ରାପ୍ତ ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ନିମନ୍ତେ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କରିଥିବା ବେଳେ ରାୟଗଡ଼ା ଜିଲ୍ଲା ପାଇଁ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ଙ୍କୁ ଦାୟିତ୍ୱ ଦିଆଯାଇଛି । ଏକଦା ରାୟଗଡ଼ା ଓ ଗଜପତି ର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଦୁଇଟି ଜିଲ୍ଲାରେ ତାଙ୍କ ଅଭିଜ୍ଞତା ରହିଛି ।