କାଶୀନଗର ଏନ ଏ ସି କ୍ଲଷ୍ଟର ର ନୂଆ ସି.ଆର.ସି.ସି

0
361
କାଶୀନଗର

ରିପୋର୍ଟ: ପ୍ରଣତି ସାବତ //
କାଶୀନଗର, (୦୫/୧୧) : ଆଜି କାଶୀନଗର ଏନ ଏ ସି ରେ ନୂଆ ଭାବେ ସି ଆର ସି ସି ଭାବେ ଶ୍ରୀ ରାଉତୁ ମଧୁ ଯୋଗ ଦେଇଛନ୍ତି | ଏଠି ପୂର୍ବରୁ ଏନ ଏ ସି ଦାୟିତ୍ୱରେ ଶ୍ରୀ ବି ଗୋପାଳ ରାଓ ଦୀର୍ଘ ୫ ବର୍ଷ ସୁନାମ ଭାବେ କାର୍ଯ୍ୟ ସୁଚାର ରୂପେ ତୁଲାଇଛନ୍ତି |

ଶ୍ରୀ ମଧୁ ଏଠି ପୂର୍ବରୁ ଭାନ୍ନା ଉନ୍ନତ ବିଦ୍ୟାଳୟ ଓ ପରେ କାଶୀନଗର ବାଳିକା ଉପ୍ରା ବିଦ୍ୟାଳୟ ରେ କାର୍ଯ୍ୟ କରିଛନ୍ତି | ସେ ସୁଚାର ରୂପେ ନିଜ ଦାଇତ୍ୱ ତୁଲାଇବେ ବୋଲି ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ର କାର୍ଯ୍ୟ କାରି ସଭାପତି ଶ୍ରୀ ଜଗଦୀଶ ପାତ୍ର, ଉପ ସଭାପତି କେ ଈଶ୍ୱର ରାଓ, ସମ୍ପାଦକ ଶ୍ରୀ ଗଣେଶ ପାଣିଗ୍ରାହୀ ଆଶା ବ୍ୟକ୍ତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି |