ମାଣ୍ଡିଆ ପ୍ରଚାର ରଥ ର ଉଦଘାଟନ ହୋଇଯାଇଛି

0
137
ଉଦଘାଟନ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୭/୧୧) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ର କୃଷି ବିଭାଗ ନିକଟରୁ ସବୁଜ ପତାକା ଦେଖେଇ ଶୁଭାରମ୍ଭ କରଗଲା l ମାର୍ଗସିର ମାସ ପ୍ରଥମ ଗୁରୁବାର ଦିନ ଓଡ଼ିଶା ସରକାର ମାଣ୍ଡିଆ ଦିବସ ପାଳନ କରୁଛନ୍ତି l

ସେଥିପାଇଁ ପ୍ରଭାତ ngo ଗୁଡ଼ାରୀ ତରଫରୁ ମାଣ୍ଡିଆ ପ୍ରଚାର ରଥ ର ଉଦଘାଟନ ହୋଇଯାଇଛି l ଏହି ପ୍ରଚାର ରଥ କୁ ଗୁଡାରି କୃଷି ବିଭାଗ ର AAO ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ଦେଓ ଏବଂ ମିଶନ ଶକ୍ତି ଷ୍ଟାଫଫ ଶ୍ରୀ ବାବୁଲା ଶବର, ପ୍ରଭାତ NGO ମିଲଲେଟ ମିଶନ ବିପିସି, ଶ୍ରୀ କିରଣ ଗମାଙ୍ଗ, ଏବିପିସି ନିରଞ୍ଜନ ପୂଜାରୀ, CEO ଉମାଶଙ୍କର ବଇନା ଓ ସମସ୍ତ କାର୍ଯ୍ୟକାରୀ ଉପସ୍ଥିତ ଥିଲେ l