ଗୁଡ଼ାରୀ ସହରରୁ ଜଣେ ୭ ବର୍ଷୀୟ ଝିଅ ନିଖୋଜ

0
160
ବର୍ଷୀୟ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୧/୧୨) : ଗୁଡ଼ାରୀ ସହରର ସରକାରୀ ହାଇସ୍କୁଲ ପଛପଟେ ବାସ କରୁଥିବା ଗୁଡଲା ଭେଙ୍କେଟ ରାଓ ଙ୍କ ଝିଅ ସାଇ ସ୍ୱରୂପା (୭) ରବିବାର ସନ୍ଧ୍ୟା ୭ଟା ରୁ ନିଖୋଜ ଅଛନ୍ତି ।

ପ୍ରକାଶ ଥାଉ କି ସାଇ ସ୍ୱରୂପା ସ୍ଥାନୀୟ ୟୁ ଜି ଏମ ଇ ବିଦ୍ୟାଳୟ ରେ ଦ୍ଵିତୀୟ ଶ୍ରେଣୀ ରେ ପାଠ ପଢ଼ନ୍ତି । ଏ ସମ୍ପର୍କରେ ଗୁଡ଼ାରି ଥାନା ରେ ଏକ ନିଖୋଜ କେସ ରୁଜ୍ଜୁ ହୋଇଛି ଏବଂ ଘଟଣା ର ଅଧିକ ଅନୁସନ୍ଧାନ ଜାରି ରହିଛି ବୋଲି ଥାନା ଅଧିକାରୀ ଦୀନବନ୍ଧୁ ଶବର ପ୍ରକାଶ କରିଛନ୍ତି ।