ଅରିଗାଁ ଖେଳ ପଡିଆ ଠାରେ ୩୪ତମ ମା ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ : ଗୁଳୁଣ୍ଡା ଚାମ୍ପିୟାନ

0
105
ଅରିଗାଁ ଖେଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୩୧/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଖେଳ ପଡିଆ ଠାରେ ଚାଲିଥିବା ମା ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ।WhatsApp Image 2022 12 31 at 20.41.05 2 ଅରିଗାଁ ଖେଳ ପଡିଆ ଠାରେ ୩୪ତମ ମା ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ : ଗୁଳୁଣ୍ଡା ଚାମ୍ପିୟାନ

ଅରିଗାଁ ଖେଳ ପଡିଆ ଠାରେ ୩୪ତମ ମା ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ । ଫାଇନାଲ ଖେଳ ଗୁଲୁଣ୍ଡା ଓ ଡଭଲା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୮୪ ରନ ରେ ବିଜୟୀ ହୋଇ ଗୁଳୁଣ୍ଡା ଦଳ ଚାମ୍ପିୟାନ ଟ୍ରଫି ଗ୍ରହଣ କରିଥବା ବେଳେ ଉପ ବିଜେତା ଡଭଲା ଦଳ ରନର୍ସ ଟ୍ରଫି ଗ୍ରହଣ କରିଛି । ଏହି ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ସମାଜ ସେବୀ କୁନୁ ନାଏକ ଯୋଗ ଦେଇଥିଲେ ।WhatsApp Image 2022 12 31 at 20.41.05 ଅରିଗାଁ ଖେଳ ପଡିଆ ଠାରେ ୩୪ତମ ମା ମାହେଶ୍ୱରୀ କ୍ରିକେଟ ଟୁର୍ନାମେଣ୍ଟ : ଗୁଳୁଣ୍ଡା ଚାମ୍ପିୟାନ

ଅନ୍ୟ ମାନଙ୍କ ମଧ୍ୟରେ ଧୀରଜ ମିତ୍ତଳ, ବାଙ୍କିଘିର୍ଡି ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ମାନସ ବେହେରା, ଲଳିତ ମୋହନ ମିଶ୍ର, ନାରାୟଣ କର୍ଣ୍ଣ, ଆଶିଷ ପଣ୍ଡା, କିଶୋର ମିଶ୍ର, ଦିଲୀପ ମିଶ୍ର, ଗଣେଶ ପ୍ରସାଦ କର୍ମୀ, କୃଷ୍ଣଚନ୍ଦ୍ର ମହାକୁର, ଭରତ ସେଠୀ, ରାଧା ମୋହନ ବାବୁ, ରଞ୍ଜନ ପଧାନ, ବିକାଶ କର୍ମୀ, ହାଡୁ ଛନ୍ଦ ପ୍ରମୁଖ ସମ୍ବାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ କମିଟି ସଭାପତି ମଧୁ ମହାକୁର ସମେତ ରାଜିବ ଲୋଚନ ଆଚାର୍ଯ୍ୟ, ଆଲୋକ ଗଡୁଆ, ଅମିତ ଭୋଇ, ଗଣେଶ ଖେତୀ, ମହେଶ୍ୱର ମହାକୁର, ଆଜାଦ ପୁଟେଲ, ବୁଲୁ ଭୋଇ, ଅରବିନ୍ଦ କର୍ମୀ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।