ଶ୍ରୀ ଅମରେନ୍ଦ୍ର ନାଥ ଙ୍କୁ ମାଟ ଗୌରବ -୨ ୦୨୨ସମ୍ମାନ

0
177
ଶ୍ରୀ ଅମରେନ୍ଦ୍ର ନାଥ

ରିପୋର୍ଟ : ସନ୍ତୋଷ ନାୟକ
ଭୁବନେଶ୍ୱର, (୨୫/୦୧) : ସୋମ ରୟେ ଫାଉଣ୍ଡସନ ର ବାର୍ଷିକ ଉତ୍ସବ ରେ ଶ୍ରୀ ଅମରେନ୍ଦ୍ର ନାଥ ମାଟି ଗୌରବ ସମ୍ମାନ ୨୦୨୨ ।

ଭୁବନେଶ୍ୱର ର ଜୟଦେବ ଭବନ ଠାରେ ସୋମ ରୟେ ଫାଉଣ୍ଡେସନ ର ବାର୍ଷିକ ଉତ୍ସବ କରାଯାଇଥିଲା । ସୋମ ରୟେ ଫାଉଣ୍ଡେସନ ର ଡାଇରେକ୍ଟର ପୂର୍ନ ଚନ୍ଦ୍ର ଦାସ, ରାଜେନ୍ଦ୍ର ଗୌଡ଼, ଦଇନ ଚୌଧୁରୀ, ମେରି କିରଣ ଟିଗା, ଗିତା ରାଣୀ ବେହେରା ଙ୍କ ସହିତ ଭୁବନେଶ୍ୱର ବିଜେପି ପ୍ରେସିଡେଣ୍ଟ ବାବୁ ସିଗଂ, ସମାଜବାଦୀ ପାର୍ଟି ର ପ୍ରେସିଡେଣ୍ଟ ରବି ବେହେରା, ଆପ ଓଡ଼ିଶା ପ୍ରେସିଡେଣ୍ଟ ନିଶିକାନ୍ତ ମହାପାତ୍ର ଯୋଗଦେବା ସହିତ ଅନେକ ଅତିଥି ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ା ଜିଲ୍ଲା ଭିନ୍ନକ୍ଷମ ମହାସଂଘ ର ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ଙ୍କୁ ଶ୍ରେଷ୍ଠ ସମାଜ ସେବୀ ଉପଲକ୍ଷେ ସମ୍ମାନିତ କରାଯାଉଥିଲା ଅତିଥି ମାନଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।