ଭୟାବହ ଅଗ୍ନିକାଣ୍ଡ, କାହାର କିଛି ହୋଇନଥିବା ସୂଚନା

0
99
କିଛି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ,(୩୦/୦୧) : କଟକ ନୂଆପଡାରେ ଅଗ୍ନିକାଣ୍ଡ । ନୂଆପଡାର ଏକ ଘରେ ନିଆଁ ଲାଗିଥିବା ସୂଚନା ।

ଚାଉଳିଆଗଞ୍ଜ ଓ ବକ୍ସିବଜ଼ାର ଅଗ୍ନିଶମ ୟୁନିଟ ଘଟଣାସ୍ଥଳରେ ପହଂଚି ନିଆ ଲିଭାରେ ଲାଗିଛନ୍ତି । ଅଗ୍ନିକାଣ୍ଡ ର କାରଣ ଆସ୍ପଷ୍ଟ ରହିଛି । ତେବେ ସରର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ କାହାର କିଛି ହୋଇନଥିବା ଜଣାପଡିଛି । ହେଲେ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁସ ହୋଇଯାଇଛି ।