ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଚାଟିକଣା ଗ୍ରାମପଞ୍ଚାୟତ ଗସ୍ତ

0
210
ମାନ୍ୟବର

ରିପୋର୍ଟ : ନରତ୍ତମ ପାଢୀ
ରାୟଗଡ଼ା, (୯/୨) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଗ୍ରାମପଞ୍ଚାୟତ ରେ ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଚାଟିକଣା ଗ୍ରାମପଞ୍ଚାୟତ ଗସ୍ତ ।WhatsApp Image 2023 02 09 at 10.55.07 ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଚାଟିକଣା ଗ୍ରାମପଞ୍ଚାୟତ ଗସ୍ତ

ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ପ୍ରଥମେ ସେ ଚାଟିକଣା ରେ ଥିବା ଡ଼ଙ୍ଗରିୟା ହସ୍ତ ଶିଳ୍ପ ତାଲିମ କେନ୍ଦ୍ର ରେ ଓ ପି. ଲିପ ଦ୍ୱାରା ନିର୍ମିତ ସଳାର କରେଣ୍ଟ ଶୀତଳ ଭଣ୍ଡାର ତା’ପରେ କୁର୍ଲି ଗ୍ରାମ ପଞ୍ଚାୟତ ର ଆରସା କାନି ଟାରେ ଥିବା ଉପର ଗୋଦ ଗୋଦା ଜଳ ପ୍ରପାତ ଟାରେ ୟୁକ ଟୁରି ଯିମ, ପ୍ରାୟ ଦୁଇ କୋଟି ଟଙ୍କା ବ୍ୟୟ ର ନିର୍ମାଣ ହେବାକୁ ଥିବାର ବିଧି ପ୍ରସ୍ତର ସ୍ଥାପନ କରିଥିଲେ । ସେଠାରୁ ସେ କଜୁରୀ ଗ୍ରାମ କୁ ଯାଇ. ଓ. ପି. ଲିପ ଦ୍ୱାରା ନିର୍ମାଣ ହୋଇଥିବା ଅଙ୍ଗନ ବାଡ଼ି କେନ୍ଦ୍ର . ସ୍ୱୟଂ ସହାୟକ ଗୋଷ୍ଠୀ ର ହଳଦୀ. ଗୁଣ୍ଡ. ବପାଏ ପ୍ଲେଟ ତିହାରୀ ସାମଗ୍ରୀ ଗୃହ କୁ ଉଦ୍ଘାଟନ କରିଥିଲେ ।

ସେଠାରେ ପିଲା ମାନଙ୍କୁ ହକି ବ୍ୟାଟ ବଲ ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମେ ରେ ବି. ଜେ. ଡ଼ି ଜିଲ୍ଲା ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପ ଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ । ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଚେୟାରମେନ ଶ୍ରୀମତୀ ଅନୁଷୟା ମାଝୀ, ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ୱାଦା ଦେବ ସିଂ ଜିଲ୍ଲା ର ଆରକ୍ଷୀ ଅଧିକାରି, ବିଷମ କଟକ ବ୍ଲକ ର ଚେୟାରମେନ ଶ୍ରୀମତୀ ସ୍ୱାରସ୍ୱତୀ ହୁଇକା, ଭାଏସ୍ ଚେୟାରମେନ ଶ୍ରୀ ଦେବି ପଟ୍ଟନାୟକ, ବି. ଡ଼ି. ଓ ଦେବାଶିଷ ନାୟକ, ଜେ. ଇ ଦୀପକ ନାୟକ ଏବଂ ବ୍ଲକ ର କିଛି କାର୍ଯ୍ୟ ରତ ଅଫିସର ଚାଟିକଣା. ଓ. ପି. ଲୀ ପି. ର ପ୍ରମୋଦ ପାଢ଼ୀ ଚାଟିକଣା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀ ପି. କିରନ ଲତା, ସମିତି ସ୍ୱଭ୍ୟ ଶ୍ରୀ ସୁଭାଷ ମେଲେକା କୁର୍ଲି ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୁବ୍ରଧୀନ ୱାଡାକା ସହ ବହୁ ବିଜେଡି କର୍ମୀ ଯୋଗଦେଇଥିଲେ ।WhatsApp Image 2023 02 09 at 10.55.08 ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଚାଟିକଣା ଗ୍ରାମପଞ୍ଚାୟତ ଗସ୍ତ

ସେଠାରେ କାର୍ଯ୍ୟ କର୍ମଶାରୀ ଶେଷରେ ମତ୍ରୀ ସାରକା ଚାଟିକଣା ହନୁମାନ ମନ୍ଦିର ଠାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ରେ ଯୋଗ ଦେଇ ଥିଲେ । ସେଠାରେ ଉପସ୍ଥିତ ଥିଲେ ବିଜୁ ଜନତାଦଳର ଦଳ ସଭାପତି ଶ୍ରୀ ସୁଧୀର କୁମାର ଦାସ ଏସିଟି ଏ ସି ପଛୁଆ ବର୍ଗ ର ଉପଦେଷ୍ଟା ଶ୍ରୀ ପୃଥିବୀ ରାଜୁ ସାହୁ, ଜିଲ୍ଲା ଯୁବ ବିଜେଡି ସମ୍ପାଦକ. ଡି. ଶିବ ପ୍ରସାଦ ସହ ଚାଟିକୋଣ ବିଜୁ ଜନତାଦଳ କର୍ମୀ ପି. ଅନିଲ କୁମାର, ପ୍ରଶାନ୍ତ ପାତ୍ର, ବଡ଼ ଗୌଡ଼, ରାଧେଶ୍ୟାମ ହିଆଲ, ସହ ଅଞ୍ଚଳର ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ ।