ନ୍ୟୁଜ ସାରି ଫେରୁଥିବା ସମୟରେ ହେଲା ଆକ୍ରମଣ

0
121
ଫେରୁଥିବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବରଗଡ଼, (୨୮/୦୨) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକରେ ଜୟ କିସାନ ଆନ୍ଦୋଳନ ତରଫରୁ ବିଦ୍ୟୁତ ବିଲ ଛାଡକୁ ନେଇ ଚାଲିଥିବା ଆନ୍ଦୋଳନ । ଏହି ଆନ୍ଦୋଳନର ନ୍ୟୁଜ କଭରେଜ କରିବାକୁ ଯାଇଥିବା ସାମ୍ବାଦିକ ମାନଙ୍କୁ ହେଲା ଆକ୍ରମଣ

ନ୍ୟୁଜ ସାରି ଫେରୁଥିବା ସମୟରେ ହେଲା ଆକ୍ରମଣ । ଆମେ ବିରୋଧୀ ନ୍ୟୁଜ୍ କରୁଛୁ ବୋଲି ୮ ରୁ ୧୦ ଜଣ ଦୁର୍ବୃତ୍ତ ବୁଢ଼ାମାଲ ଠାରେ ଅଟକାଇ ନିସ୍ତୁକ ମାଡ ମାରିବା ସହିତ ମୋବାଇଲ ଓ ବୁମ୍ ଛଡ଼ାଇ ନେଇଛନ୍ତି । ଏଥି ସହିତ ବିରୋଧୀ ନ୍ୟୁଜ୍ କରୁଛ ବୋଲି ଧମକ ଦେଇ କାଠ ଫାଳରେ ମାଡ଼ ମାରିଛନ୍ତି । ବିରୋଧୀ ଖବର ପ୍ରସାରଣ କଲେ ଜୀବନରୁ ମାରି ଦେବୁ ବୋଲି ଧମକ ଦେଇଛନ୍ତି ।