ମଦନ ମୋହନ ମନ୍ଦିର ରେ ଦୋଳ ଉତ୍ସବ ଅନୁଷ୍ଠିତ

0
141
ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୭/୩) : ଆଜି ପବିତ୍ର ଦୋଳ ଉତ୍ସବ ହେଉଥିବାରୁ କାଶୀନଗର ର ସବୁ କୃଷ୍ଣ ମନ୍ଦିର ରେ ଦୋଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀ ମଦନ ମୋହନ ମନ୍ଦିର ରେ ମଦନ ମୋହନ ଓ ଶ୍ରୀ ରାଧା ଙ୍କୁ ଅବିର ଓ ଚଣା, ଆମ୍ବ, ଖଜରା ଗୁଡ଼, ଦେଇ ପୂଜା ଅର୍ଚନା କରାଯାଇଥିଲା । ପରେ ଭକ୍ତ ମାନଙ୍କୁ ଅବିର ଛିଞ୍ଚି ଭାଇ ଚାରା ପାଳନ କରାଯାଇଥିଲା । ଆରତୀ ଓ ମାଇଲାମ ସେବା ଆଗକୁ ବଢିଥିଲା । ଟ୍ରଷ୍ଟି ଶ୍ରୀ ବାଞ୍ଛାନିଧି ପାତ୍ର, ଜଗଦୀଶ ପାତ୍ର ଏହି କାର୍ଯ୍ୟକ୍ରମ ଙ୍କୁ ପରିଚାଳନା କରିଥିଲେ ।