ଆଦିବାସି ବହୁମୁଖୀ ସମବାୟ ସମିତିଲି ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ

0
110
ଆଦିବାସି

ରିପୋର୍ଟ : ନରୋତ୍ତମ
ରାୟଗଡା, (୩୧/୩) : ବିଷମ କଟକ ରାୟଗଡା ଜିଲ୍ଲା ବିଷମ କଟକ ଠାରେ ଆଦିବାସି ବହୁମୁଖୀ ସମବାୟ ସମିତି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 04 01 at 14.34.13 ଆଦିବାସି ବହୁମୁଖୀ ସମବାୟ ସମିତିଲି ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ

ଆଦିବାସି ବହୁମୁଖୀ ସମବାୟ ସମିତିଲି ସାଧାରଣ ବାର୍ଷିକ ସଭାରେ ଶ୍ରୀଯୁକ୍ତ ପୃଥିବୀ ରାଜ ସାହୁ, ଚାଷୀ ଶ୍ରୀ ଜି ମହୋନ ରାଓ, ଶ୍ରୀ ଡମ୍ବରୁ ଧର ୱାଡକା, ସଭାପତି ଶ୍ରୀ ଶିରି କୁମ୍ବୁରୀକା, ଉପ ସଭାପତି ଶ୍ରୀ ମତି ଅନିତା ପିଡିକାକା ଙ୍କ ପ୍ରତିନିଧିତ୍ୱ ରେ ସାଧାରଣ ସଭା kcc ତରଫରୁ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସାହାଡ଼ା ସରପଞ୍ଚ ଶ୍ରୀ ମତି ଚାନ୍ଦ୍ରବତି କୁମବରିକା, ହାଟ ମୁନିଗୁଡ଼ା ସରପଞ୍ଚ ଘାସିରାମ, ଶ୍ରୀ ନାନୁ ପଣ୍ଡା, ଜି ପ୍ରଦୀପ ଗୁଡୁଲା, ଶୁଭେନ୍ଦୁ ନାରାୟଣ ଚୋଧୁରୀ, ଶ୍ରୀ ତ୍ରିନାଥ ଗୌଡ, ଲେଂଫ କର୍ମୀ, ଏ ମ ଡି ସନ୍ତୁନୁ ସାହୁ ଏବଂ ସମସ୍ତ ଚାଷୀ ମାନଙ୍କ ନେଇ କାର୍ଯ୍ୟକ୍ରମ କରାଯାଇ ଥିଲା । ଏହି ସଭାରେ ପ୍ରାୟ ୨୦୦ ରୁ ଅଧିକ ଚାଷୀ ମାନେ ଉପସ୍ଥିତ ରହିଥିଲେ ।