ଅଶ୍ଳୀଳ ଫଟୋ ଭାଇରାଲ୍ ପରେ ଛାତ୍ରୀଙ୍କ ଆତ୍ମହତ୍ୟା

0
141
ପରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୧୪/୦୪) : ଯାଜପୁର ନିଶ୍ଚିତକୋଇଲି ଗାଁ’ରେ ଅଭାବନୀୟ ଘଟଣା । ଅଶ୍ଳୀଳ ଫଟୋ ଭାଇରାଲ୍ ପରେ ଛାତ୍ରୀଙ୍କ ଆତ୍ମହତ୍ୟା

ଜଣେ ଯୁବକ ଅଶ୍ଳୀଳ ଫଟୋ ଭାଇରାଲ୍ କରିଥିବା ଅଭିଯୋଗ । ନିଜ ଘରେ ବେକରେ ରଶି ଲଗାଇ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ନିଶ୍ଚିତକୋଇଲି ଥାନାରେ ଏତଲା । ଅଭିଯୁକ୍ତ ଯୁବକଙ୍କ ନାଁରେ ଥାନାରେ ଏତଲା । ଘଟଣାକୁ ଗୋଟେ ଦିନ ବିତିଯାଇଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ହୋଇନି । ନ୍ୟାୟ ଦାବି କରିଛନ୍ତି ମୃତକଙ୍କ ପରିବାର ।