ଗଜପତି ବିଜେଡି ଟିମ ମୁଖ୍ୟମନ୍ତ୍ରୀ ଙ୍କୁ ବିଜୁ ବାବୁ ଙ୍କ ସିଂଘର ମୂର୍ତ୍ତୀ ପ୍ରଦାନ କଲେ

0
84
କଲେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୪) : ଆଜି ଭୁବେନେଶ୍ୱର ଠାରେ ରାଜ୍ୟ ବିଜେଡି ର ଦଳୀୟ କାର୍ଯ୍ୟାଳୟ ‘ ଶଙ୍ଖ ଭବନ ‘ ଉଦ୍ଘାଟନ ଅବସର ରହିଥିଲା ।

ଗଜପତି ଜିଲ୍ଲା ବିଜେଡି ଟିମ ହାଇଟେକ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ତିରୁପତିପାଣିଗ୍ରାହୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ ଙ୍କ ନେତୃତ୍ୱ ରେ ଭୁବନେଶ୍ୱର ଠାରେ ଦଳ ର ସଭାପତି ଶ୍ରୀ ନବୀନ ପଟନାୟକ ଙ୍କୁ ଗଜପତି ଜିଲ୍ଲା ର ପ୍ରସିଦ୍ଧ ସିଂଘ କଳାର ନମୁନା ସ୍ୱରୂପ ବିଜୁ ବାବୁ ଙ୍କ ଏକ ସିଂଘ ମୂର୍ତ୍ତୀ ଟିମ ତରଫରୁ ପ୍ରଦାନ କରିଛନ୍ତି । ଏହି ଟିମ ରେ ଜିଲ୍ଲା ଯୁବ ସଭାପତି ଲିଙ୍ଗରାଜୂ, କାଶୀନଗର ବ୍ଲକ ଅଧ୍ୟଖ୍ୟା ଵାଲା ସାୟାମ୍ମା, ବ୍ଲକ ସଭାପତି ଅଖିଳ କୁମାର ପାତ୍ର, ଇଂ. ରୁପେଶ ପାଣିଗ୍ରାହୀ ସାମିଲ ରହିଥିଲେ ।