କାରରୁ ୧୦୫ କେଜି ଗଞ୍ଜେଇ ଜବତ

0
84
କେଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁବର୍ଣ୍ଣପୁର, (୦୩/୦୫) : ସୁବର୍ଣ୍ଣପୁର ଜିଲ୍ଲାରେ ପୁଣି ଗଞ୍ଜେଇ ଜବତ । ସୋନପୁର ଥାନା ଧାଉରାଖମନ ଚେକ ଗେଟ ନିକଟରୁ ଏକ ଡ଼ଷ୍ଟର କାରରୁ ୧୦୫ କେଜି ଗଞ୍ଜେଇ ଜବତ ଅବକାରୀ ବିଭାଗ ।

ବରଗଡ଼ ଜିଲ୍ଲାରର ସୁନୀଲ ସାହୁ ଓ ପ୍ରୀତମ ସିଂକୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ । ବୌଦ୍ଧ ଜିଲ୍ଲାରୁ ବରଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା ଦେବା ସହ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।