ଅଟୋ ଓଲଟି ନାବାଳକ ର ମୃତ୍ୟୁ

0
89
ମୃତ୍ୟୁ

ରିପୋର୍ଟ : ଶିବ ବିଶୋଇ //
କୋରାପୁଟ, (୧୮/୦୫) : ଅଟୋ ଓଲଟି ନାବାଳକ ର ମୃତ୍ୟୁ l ଘଟଣା ଘଟିଛି ମାଟାମ ପୁଟ ଗ୍ରାମ ନିକଟରେ l

ଅଟୋ ଟି ଗୁନେଇପଡା ଗ୍ରାମ ରୁ ମନ୍ତ୍ରୀପୁଟ ଅଭିମୁଖେ ଯାଉଥିବା ସମୟରେ ମାଟାମ ପୁଟ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଅଟୋ ଟି l ଅଟୋ ରେ ଚାରିଜଣ ଥିବାବେଳେ ମନ୍ତ୍ରୀପୁଟ ଗ୍ରାମ ର ନାବାଳକ ଘେନୁ ଖେମୁଣ୍ଡୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି l ଘଟଣା ସ୍ଥଳରେ ଲମତାପୁଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l