ବଜ୍ରାଘାତ ରେ ଚାଲିଗଲା ଦୁଇ ଜୀବନ

1
90
ବଜ୍ରାଘାତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୦୯/୦୬) : ଜଗତସିଂହପୁରରେ କାଳବୈଶାଖିର ତାଣ୍ଡବ । ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ଗତକାଲି ଅପରାହ୍ନରେ କାଳବୈଶାଖି ତାଣ୍ଡବ ରଚିଥିଲା । ଜଗତସିଂହପୁର ନାଲିବର ସାମଲ ସାହିର ନାରାୟଣ ଦାସ ବିଲକୁ ଛେଳି ଗାଈ ଚରାଇବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ତଇଦୁଲ ପାଇକ ନାମକ ଯୁବକ ଗଛ ମୂଳରେ ଛିଡା ହୋଇଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ।

1 COMMENT

Comments are closed.