ରେଙ୍ଗା ପଞ୍ଚାୟତ ରେ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଉଯାପିତ

0
142
ରେଙ୍ଗା

ରିପୋର୍ଟ : ନରୋତ୍ତମ ପାଢୀ
ରାୟଗଡ଼ା /କାଶୀପୁର, (୧୫/୦୬) : ରାୟଗଡା ଜ଼ିଲ୍ଲା ରେଙ୍ଗା ଗ୍ରାମ ପଞ୍ଚାୟତ ଚମ୍ପାଝଡି ଠାରେ ଗତ ୨୦ ତାତିଖ ରେ ଆରମ୍ବ ହେଇଥିବା ବ୍ଲକ ସ୍ତରୀୟ କ୍ରିକେଟ ଚଂପାଝଡି ପ୍ରୀମିଅର୍ ଲିଗ୍ ଟୁର୍ନାମେଣ୍ଟ ଆଜି ଉଦଯାପିତ ହେଇଯାଇଛି l

ରେଙ୍ଗା ପଞ୍ଚାୟତ ରେ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ରେ ୩୨ ଟି ଟିମ ମଧ୍ୟରେ ଲିଗ୍ ପର୍ଯ୍ୟାୟରେ ମ୍ୟାଚ୍ ଖେଳାଯାଇଥିବା ବେଳେ ଫାଇନାଲ ମ୍ୟାଚ୍ ରେ ଚାମ୍ପାଝଡି ଓ ମାରିଭଟା ଟିମ୍ ମଧ୍ୟରେ ଅନୁଷ୍ଠିତ ହେଇଥିଲା ଉକ୍ତ ମ୍ୟାଚରେ ମାରିଭଟା ପ୍ରଥମ ବ୍ୟାଟିଂ କରି ୧୨ ଓଭର୍ ରେ ୮୫ ରନ ସଂଗ୍ରହ କରିଥିଲେ ଦ୍ୱତୀୟ ବ୍ୟାଟିଂ କରି ୯:୩ ଓଭର୍ ରେ ୮୬ ରନ ସଂଗ୍ରହ କରି ଚମ୍ପାଝଡୀ ଚାମ୍ପିଅନ 🏆 । ଉକ୍ତ ଉଦଯାପନୀ ଉତ୍ସାବରେ ମୁଖ୍ୟ ଅତିଥି ଭାବେ ଚାଷୀ ଏକତା ପରିଷଦ ଜିଲ୍ଲା ସଭାପତି ଶ୍ରୀ ପ୍ରତାପ ପୁଆଲା, ସମ୍ମାନୀୟ ଅତିଥି ଭାବେ ଚାଷୀ ଏକତା ପରିଷଦ ସଂଗଠନିକ ସମ୍ପାଦକ ପ୍ରିତମ କୁମାର୍, ଚାଷୀ ଏକତା ପରିଷଦ ସଂଗଠକ ଧର୍ମେନ୍ଦ୍ର ନାଏକ, ଟାଉନ୍ ଉପ ସଭାପତି ନିରଞ୍ଜନ ବିଡ଼ିକା, କାଶୀପୁର ବ୍ଲକ୍ ସଭାପତି ହର ମାଝୀ, ବୁଲୁ ସାମନ୍ତ ରାୟ ସମାଜସେବୀ, ଗ୍ରାମ ର ଭଦ୍ରବ୍ୟକ୍ତି, ବିଶ୍ଵନାଥ, ଜ୍ଞାନ, ଲଚମନ ଓ ହରିଶ୍ ଚନ୍ଦ୍ର ପ୍ରଧାନ, ଆୟଯୋକ ଚଂପାଝଡୀ ଟିମ୍ । ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ପରିଶେଷରେ ପ୍ରଥମ ସ୍ଥାନ ହାସଲ କରିଥିବା ଟିମ କୁ ଟ୍ରଫି ସହ ୧୬ ହଜାର ଓ ରନର୍ସ ଅଫ ଟିମ କୁ ଟ୍ରପି ସହ ୧୦ ହଜାର ଟଙ୍କା ମୁଖ୍ୟ ଅତିଥି ଶ୍ରୀ ପ୍ରତାପ ପୁଆଲା ପୁରସ୍କାର ବିତରଣ କରିଥିଲେ ।