ସମଲେଶ୍ୱରୀ ଫେମିଲି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଣା ବଣ୍ଟନ

0
69
ବଣ୍ଟନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୬/୦୬) : ମା ମହାକାଳୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ର ବାର୍ଷିକ ଉତ୍ସବ ଅବସରରେ ହୀରାକୁଦ ସ୍ଥିତ ଦଣ୍ଡକାଳୀ ମନ୍ଦିର ନିକଟରେ ଚଣ୍ଡୀ ପାଠ ଅନୁଷ୍ଠିତ ହୋଇଯାଇଛି l

ଏହି ଅବସରରେ ସମଲେଶ୍ୱରୀ ଫେମିଲି ଚାରିଟେବୁଲ ଟ୍ରଷ୍ଟ ତରଫରୁ ଏହି ଦିନ ଦହି ପଣା ବଣ୍ଟନ କରାଯାଇଥିଲା l ଟ୍ରଷ୍ଟ ର ଅଧ୍ୟକ୍ଷା ସମାଜସେବୀ ତଥା କବୟିତ୍ରୀ ସବିତା ହୋତା ଙ୍କ ନେତୃତ୍ୱ ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଟ୍ରଷ୍ଟ ର ସଭାପତି ବାଲକିଶୋର ଖାଡେଙ୍ଗା, ଶୈଳବାଳା ମେମ, ଅଭୟ ତ୍ରିପାଠୀ,, ଝରଣା ତାଣ୍ଡି, ସବିତା ତାଣ୍ଡି,, ଗୌରୀ ନାଏକ, ଅନିତା ପଟ୍ଟନାୟକ, ଗୁପ୍ତା ସାର, ରମେଶ ଭାଇ ଅଞ୍ଜଳୀନା ମେମ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l