ଗଜପତି ର ନୂଆ ଜିଲ୍ଲାପାଳ ଭାବେ ଯୋଗ ଦେବେ ସ୍ମୃତି ରଞ୍ଜନ

0
146
ଭାବେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୬) : ଗଜପତି ଜିଲ୍ଲାପାଳ ଭାବେ ସ୍ମୃତି ରଞ୍ଜନ ପ୍ରଧାନ ନୂଆ ଭାବେ ଯୋଗ ଦେବେ ବୋଲି ଜଣାପଡିଛି ।

ଏଠାରେ ଥିବା ଶ୍ରୀ ଲିଙ୍ଗରାଜ ପଣ୍ଡା, ଆଇ ଏ ଏସ ଙ୍କୁ ନିଁର୍ଧେଶକ ମହିଳା ଓ ଶିଶୁ ବିକାଶ ଭାବେ ବଦଳି ହୋଇଛି । ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଥିବା ଶ୍ରୀ ପ୍ରଧାନଙ୍କୁ ଗଜପତି ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।