ରାଇକିଆ ରେ ସବୁ ବେଳେ ଦିନ ଓ ରାତି ରେ ଲାଇନ୍ କଟି ରହିବା ରେ ଲାଗୁଛି

0
64

ରିପୋର୍ଟ : ଜଗଦୀଶ ଦାସ
ରାଇକିଆ, (୦୫ /୦୮) : କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳ ରେ ସବୁ ବେଳେ ବରଷା ବା ପବନ ହେଲେ ଲାଇନ୍ କଟି ଯାଇଥାଏ ।

ଏଇ ବିଷୟ ରେ ପଚାରି ବୁଝିଲେ ଲାଇନ୍ ଘୁ ଉଦୟ ଗିରି ରୁ କଟିଛି ଆସିବ ବୋଲି କୁହନ୍ତି ଏବଂ ଟାଟା କମ୍ପାନୀ ପକ୍ଷରୁ ଯେବେ ଠୁ ଲାଇନ୍ ନେଲା ସେବେ ଠୁ ଲାଇନ୍ ବିଲ୍ ମଧ୍ୟ ଅଧିକ ହୋଇଅଛି । ହେଲେ ଲୋକ ମାନେ ଭଲ ଭାବରେ ଲାଇନ୍ ର ସୁବିଧା ପାଇ ପାରୁ ନାହାଁନ୍ତି । ଏଇ ପଟେ ଟାଟା କମ୍ପାନୀ ପକ୍ଷରୁ ୧୯୧୨ କୁ କଲ୍ କଲେ ମଧ୍ୟ ଭଲ ଭାବରେ ଉତ୍ତର ମିଳୁ ନାହିଁ । ରାଇକିଆ ଅଫିସର ଙ୍କୁ ଫୋନ୍ କଲେ ମଧ୍ୟ ଫୋନ୍ ର ଉତ୍ତର ମିଳି ପାରୁ ନାହିଁ । ରାଇକିଆ ଅଞ୍ଚଳ ବାସୀଙ୍କୁ ଯଦି ଏମିତି ଲାଇନ ର ସୁବିଧା ମିଳି ପାରୁ ନାହିଁ । ତ୍ ଅନ୍ୟ ଗାଁ ଗୁଡିକ ରେ କେମିତି ସୁବିଧା ମିଳି ପାରିବ । ଅନ୍ୟ ପଟେ ଦେଖିବାକୁ ପଡିବ କେବେ ଲାଇନ ରାଇକିଆ ଅଞ୍ଚଳ ରେ ସବୁ ଭଲ ଭାବରେ ରହିବ ।