1.Best News : ରନ୍ଧାମଦ ସହ ତିନି ଅଭିଯୁକ୍ତ ଗିରଫ

0
65
ରନ୍ଧାମଦ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୦/୦୮) : ଟିଟିଲାଗଡ ଉପଖଣ୍ଡ ଅବକାରୀ ବିଭାଗ ତରଫରୁ ସଇଁତଲା ଥାନା ଅଞ୍ଚଳ ରୁ ରନ୍ଧାମଦ ସହ ତିନି ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ରନ୍ଧା ମଦ ତିଆରି ଓ ଚାଲାଣ ଅଭିଯୋଗରେ ଉକ୍ତ ତିନି ଅଭିଯୁକ୍ତ ନିକଟରୁ ୧୧୦ ଲିଟର ମଦ ସହ ଦୁଇଟି ବାଇକ ଜବତ କରି ତାଙ୍କୁ ସଇଁତଳା କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଥିବା ସୂଚନା ମିଳିଛି ।