1. Best News : ସ୍ଵାଧୀନତା ଦିବସ ଅବସରରେ ଗାୟତ୍ରୀ ପରିବାର ପକ୍ଷରୁ ବୃକ୍ଷରୋପଣ

0
77
ସ୍ଵାଧୀନତା

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୫/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଜଗନ୍ନାଥପୁର ବିଦ୍ୟାଳୟ ପଡ଼ିଆ ରେ ସ୍ଵାଧୀନତା ଦିବସ ଅବସରରେ ବୃକ୍ଷ ରୋପଣ କଲେ ।

ଗାୟତ୍ରୀ ପରିବାର ସହ ସ୍ଥାନୀୟ ଯୁବକ ମିଳିତ ରେ ନିମ୍ବ, ଚନ୍ଦନ, ଜାମୁକୋଳି, କରଞ୍ଜ, ପାଟୁଳି, ପିସ୍ତାବାଦାମ, ମହାନିମ୍ବ, ଚାକୁଣ୍ଡା ଭଳି ବୃକ୍ଷ ରୋପଣ କରିଥିବା ଦେଖିବା କୁ ମିଳିଛି । ଏହା ପରେ ନୂତନ ଭାବେ ହୋଇଥିବା ହନୁମାନ ମନ୍ଦିର ନିକଟରେ ମଧ୍ୟ ବୃକ୍ଷ ରୋପଣ କରାଯାଇଛି । ଏଥିରେ ଗାୟତ୍ରୀ ପରିବାର ସଞ୍ଜୟ ଝାଲିଆ, ଗୋବିନ୍ଦ ବିଶୋଇ, ଜି. ଶ୍ରିନୁ ବାସ ରାଓ, ସଞ୍ଜୟ ନିସିକା, ରମା କାନ୍ଥ ସାହୁକାର, ରହି ବୃକ୍ଷରୋପଣ କାର୍ଯ୍ୟକର୍ମ କରିଥଲେ ।