1. Big News : ମଦନ ମୋହନ ମନ୍ଦିର ରେ ମାଳତୀ ଝୁଲଣ

0
62
ମଦନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୮) : ଗଜପତି ଜିଲ୍ଲା କାଶୀନଗର ସହର ରେ ଥିବା ମଦନ ମୋହନ ମନ୍ଦିର ରେ ମାଳତୀ ଝୁଲଣ ଆରମ୍ଭ ହୋଇଯାଇଛି ।

ଗତ କାଲିଠାରୁ ଏହି ଝୁଲଣ ଉତ୍ସବ ଆରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ସାତ ଦିନ ଏହି ଉତ୍ସବ ପାଳିତ ହୋଇଥାଏ । ସହର ର ବହୁ ପୁରୁଷ ଓ ମହିଳା ସନ୍ଧ୍ୟା ଆରତୀ ପାରେ ସମାଗମ ହୋଇଥାନ୍ତି । ଭଜନ କୀର୍ତନ ଆରମ୍ଭ ହୋଇ ରାତ୍ର ୧୦ ଟା ପର୍ଯ୍ୟନ୍ତ ଚାଲିଥାଏ । ମନ୍ଦିର କୁ ଯାକ ଯମକ ସଜ୍ଜା ଯାଇଛି ଆସନ୍ତା ରାକ୍ଷୀ ପୂର୍ଣମୀ ପର୍ଯ୍ୟନ୍ତ ଏହା ଚାଲିବ ମନ୍ଦିରର ଟ୍ରଷ୍ଟି ବଂସ୍ଛାନିଧି ପାତ୍ର, ମଦନ ମୋହନ ପାତ୍ର, ଶିବ ପାତ୍ର, ଜଗଦୀଶ ପାତ୍ର, ମଣ୍ଟୁ ପାତ୍ର ଏସମସ୍ତେ ଏହି ଉତ୍ସବ ର ଆୟୋଜନ କରିଛନ୍ତି ।