ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ର ଉଦଘାଟନ ଉତ୍ସବ

0
70
ବ୍ଲକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୧/୦୯) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ରେ ସମୂହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ବାର୍ଷିକ ଖେଳ କୁଦ ପ୍ରତିଯୋଗିତା ର ଉଦଘାଟନ ଉତ୍ସବ ଆରମ୍ଭ ହୋଇଛି ।WhatsApp Image 2023 09 01 at 12.38.33 jpeg ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ର ଉଦଘାଟନ ଉତ୍ସବ

ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା ର ଉଦଘାଟନ ଉତ୍ସବ : ସ୍ଥାନୀୟ ବାରଣାସୀ ହାଇସ୍କୁଲ ଠାରେ ଏହି ଉତ୍ସବ ଅନୁଷ୍ଠିତ ହେଉଛି । ଏନଏସି ଅଧ୍ୟାକ୍ଷା ଏମ ସୁଧାରାଣୀ, ବିଡ଼ିଓ ଶ୍ରୀ କପିଳେଶ୍ୱର ତାଣ୍ଡି, ବିଇଓ ଶ୍ରୀ ଆଦିକାନ୍ଦ ଗମାଙ୍ଗ, ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ କୂର୍ମନଥମ, ବରିଷ୍ଠ ସାମ୍ବାଦିକ ଶ୍ରୀ ହୃଷିକେଶ ଗୌଡ଼ ଯୋଗ ଦେଇ ଉଦ୍ଘାଟନୀ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ । ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ହାଇସ୍କୁଲ ର ଖେଳ ଶିକ୍ଷକ ଯୋଗ ଦେଇଥିଲେ ।