ପ୍ରାଥମିକ ଶିକ୍ଷକ ସଙ୍ଘ ଧାରଣା ର ଦ୍ଵିତୀୟ ଦିବସ

0
60
ପ୍ରାଥମିକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୯/୦୯) : କାଶୀନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ର ଧାରଣା ଆଜି ଦ୍ଵିତୀୟ ଦିବସ ରେ ପହଁଚିଛି ।

ରାଜ୍ୟ ପ୍ରାଥମିକ ଶିକ୍ଷଳ ସଙ୍ଘ ର ଡାକରା କ୍ରମେ ନିଜ ର ନ୍ୟାର୍ଯ୍ୟ ଦାବୀ ହାସଲ ପାଇଁ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଗୋଷ୍ଟୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ କାର୍ଯ୍ୟବନ୍ଦ ଧାରଣାରେ ବସିଛନ୍ତି । ଗ୍ରେଡ଼ ପେ ୪୨୦୦ ବୃଦ୍ଧି, ୬ ଓ ୮ ଟି ନୋଶନାଲ ଇନ୍କ୍ରିମେଣ୍ଟ, ପୁରୁଣା ପେନସେନ ଲାଗୁ ଇତ୍ୟାଦି ଦାବୀ ରେ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି କାର୍ଯ୍ୟ କାରୀ ସଭାପତି ଜଗଦୀଶ ପାତ୍ର ସୂଚନା ଦେଇଛନ୍ତି ।