ଲକ୍ଷ୍ମୀ ବସରେ ଗଜପତି ଜିଲ୍ଲାପାଳ !

0
62
ଲକ୍ଷ୍ମୀ ବସରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩/୧୧) : ଗତ ବୁଧୁବାର ଦିନ ଗଜପତି ଜିଲ୍ଲାପାଳ କାଶୀନଗର ବ୍ଲକକୁ ଗସ୍ତ କରିଥିଲେ ।

ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ଗତ ବୁଧୁବାର ରେ ବୁଦୁରା ଓ ଖଣ୍ଡାବା ପଞ୍ଚାୟତ ଗସ୍ତ କରି ଚାଷୀ ମାନେ ମରୁଡି ପରିସ୍ଥିତି ଦେଇ ଗତି କରୁଥିବାରୁ ଆଶ୍ୱାସନା ସହ କିଭଳି ମୁକାବିଲା କରାଯାଇପାରିବ ସେନେଇ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ଗଜପତିରେ ଚାଲୁଥିବା ଲକ୍ଷ୍ମୀ ବସରେ ଚଢି ଯାଇଥିଲେ, ବସରେ ବସିଥିବା ଯାତ୍ରୀ ମାନଙ୍କୁ ଏହି ବସ ଚାଲିବା ଦ୍ୱାରା କିକି ଲାଭ ପାଉଛନ୍ତି ପଚାରି ବୁଝିଥିଲେ ।