କିଣିଗାଁ ହାଇସ୍କୁଲ ରେ ପୁସ୍ତକ ମେଳା

0
46
କିଣିଗାଁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୧) : ଗତ କାଲି କାଶୀନଗର ବ୍ଲକ ର କିଣିଗାଁ ହାଇସ୍କୁଲରେ ଏକ ପୁସ୍ତକ ମେଳା ଅନୁଷ୍ଠିତ ହୋଇଯାଇଛି ।

ଏହି ହାଇସ୍କୁଲର ପ୍ରଧାନ ଶିକ୍ଷକ ସାରଳା ରାମରାଓ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ମୋ କଥା ମୋ କାହାଣୀ ନେଇ ବିଭିନ୍ନ ପ୍ରୋଜେକଟ ପ୍ରଦର୍ଶନ କରାଯାଇଛି , ମୁଖ୍ୟ ଅତିଥିଭାବେ ସ୍କୁଲ ର ଆଲୁମିନି ଗଜପତି ନାଇଡ଼ୁ, ସିଅରସିସି ଆର ମଧୁ କୁମାର ଯୋଗ ଦେଇ ପିଲା ମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରୋଜେକ୍ଟ ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମ ସ୍କୁଲ ସଭାପତି, ଓ ଅନ୍ୟାନ୍ୟ ସଭ୍ୟ ଓ ସ୍କୁଲର ଅନେକ ଶିକ୍ଷକ ସହଯୋଗ କରିଥିଲେ ।