ଭି କେ ପାଣ୍ଡିଆନ ଙ୍କ ମହାନତା ବୁଦ୍ଧାଙ୍କୁ ସହାୟତା

0
65
ଭି କେ ପାଣ୍ଡିଆନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୦୧) : 5T ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କ ଗଜପତି ଜିଲ୍ଲା କାଶୀନଗର ଗସ୍ତ ବେଳେ ପାଣ୍ଡିଆନ ଗାଡି ପାଖରେ ବାଲା ସନ୍ୟାସୀ ଆମ୍ମା ୱାର୍ଡ ନମ୍ବର ୧ କାଶୀନଗର ର ଗୁହାରି ଶୁଣି ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଗଲା।

ଭି କେ ପାଣ୍ଡିଆନ ଙ୍କ ମହାନତା ବୁଦ୍ଧାଙ୍କୁ ସହାୟତା । ଉକ୍ତ ମହିଳାର ଘର ନାହିଁ, ଚାଉଳ ପାଇବାରୁ ବଞ୍ଚିତ । ତେଣୁ ଏହି ଗୁହାରି ଶୁଣିବାରୁ ସାଙ୍ଗେ ସାଙ୍ଗେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବଂ ଟଙ୍କା ସଂଗେ ସଂଗେ ପ୍ରାପ୍ତ ହୋଇଥିଲା । ଚାଉଳ ମିଳିବ ବୋଲି ପ୍ରତିଶୃତି ଦେଇଥିଲେ । ଏଭଳି ମହାନତାକୁ ଲୋକେ ଦେଖି ଶ୍ରୀ ପାଣ୍ଡିଆନଙ୍କ ଉପରେ ଗଭୀର ଆସ୍ଥା ପ୍ରକୋଟ କରିଛନ୍ତି ।