କାଶୀନଗର ବ୍ଲକ ର ଦୁଇଟି ହାଇସ୍କୁଲ 5T ରେ ରୂପାନ୍ତରିତ

4
46
କାଶୀନଗର ବ୍ଲକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୧) : ଗଜପତି ଜିଲ୍ଲା ର ୨୫ ଟି ହାଇସ୍କୁଲ ସହ କାଶୀନଗର ବ୍ଲକ ର ଦୁଇଟି ହାଇସ୍କୁଲ 5Tରେ ରୂପାନ୍ତରିତ ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି l

କାଶୀନଗର ବ୍ଲକ ବିଡ଼ିଓ ଶ୍ରୀ ଅନୁପ ପଣ୍ଡା, ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ବାଲା ସାୟାମ୍ମା, ବ୍ଲଜ ସହକାରୀ ଯନ୍ତ୍ରୀ ସେମାନଙ୍କ ସହ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ l ଏଣିକି ପିଲାମାନେ ଇ ଲାଇବ୍ରେରୀ, ଇ ଲବରତରୀ ର ସୁବିଧା ପାଇବେ ବୋଲି ଅଧ୍ୟାକ୍ଷା ଶ୍ରୀମତୀ ସାୟାମ୍ମା ଓ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ l

4 COMMENTS

Comments are closed.