ପୋଲିଙ୍ଗ ଅଧିକାରୀ ଙ୍କ ତାଲିମ ଅରମ୍ଭ

0
53
ପୋଲିଙ୍ଗ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୩) : ଗତ କାଲି ଠାରୁ ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ କାଶୀନଗର ଶ୍ରୀ ରାମ ଡିଗ୍ରୀ କଲେଜ ରେ ପୋଲିଙ୍ଗ ଅଧିକାରୀଙ୍କୁ ତାଲିମ ଅରମ୍ଭ ହୋଇଛି ।

ତହସିଲଦାର ଅଶୋକ ପ୍ରଧାନ ଓ ବିଡ଼ିଓ ଶ୍ରୀ ଡମ୍ବୁରୁ ଧର ମଲ୍ଲିକ ପୋଲିଙ୍ଗରେ ନିଯୁକ୍ତ ହୋଇଥିବା ପ୍ରିଜା ଇଣ୍ଡିଙ୍ଗ ଅଫିସର, ପ୍ରଥମ ପୋଲିଙ୍ଗ ଅଫିସର ମାନଙ୍କୁ ଏହି ନିର୍ବାଚନ ଯେଭଳି ତ୍ରୁଟି ଶୂନ୍ୟ ହେବ ସେ ନେଇ ଜିଲ୍ଲା ରିଟର୍ନିଙ୍ଗ ଅଫିସର ତଥା ଜିଲ୍ଲା ପାଳ କଡା ନିଁର୍ଧେଶ ହୋଇଛି, ଆଗାମୀ ୧୫ ତାରିଖ ରେ ଶେଷ ପର୍ଯ୍ୟାୟ ତାଲିମ ରହିଛି ।