ସରକାର ଲୋକ ମାନଙ୍କ ପାଇଁ ବହୁ ଖର୍ଚ୍ଚ କରି ପାର୍କ କେଲେ କିନ୍ତୁ କେତେ ଦିନ ପରେ ତାହା କାମରେ ନୁହଁ

0
42
ସରକାର

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୩/୦୩) : ସରକାର ଲୋକ ମାନଙ୍କ ପାଇଁ ପାର୍କ କାମ ରେ ବହୁ ଟଙ୍କା ସରିଲେ ବି କେତେ ଦିନ ପରେ ତାହା କାମ ରେ ନୁହଁ ଭଳିଆ ଦେଖିବାକୁ ମିଳୁଛି ।WhatsApp Image 2024 03 13 at 12.32.13 ସରକାର ଲୋକ ମାନଙ୍କ ପାଇଁ ବହୁ ଖର୍ଚ୍ଚ କରି ପାର୍କ କେଲେ କିନ୍ତୁ କେତେ ଦିନ ପରେ ତାହା କାମରେ ନୁହଁ

କନ୍ଧମାଳ ଜିଲ୍ଲା ରାଇକିଆ ମୁଖ୍ୟ ବଜାର ଠାରେ ପାର୍କ ହେଲା । ତାହା କେତେ ଦିନ ପର୍ଯ୍ୟନ୍ତ ଠିକ୍ ଠାକ୍ ଥିଲା । କିନ୍ତୁ ଏବେ ସେ ପାର୍କ ରେ ନା ଲାଇଟ, ଲାଗୁଛି, ନା ପାଣି ଷ୍ପ୍ରେ ହେବାର, ଲାଗିଥିବାର ମଧ୍ୟ ତାହା ଲାଗୁନ ଥିବା ର ମଧ୍ୟ ଦେଖିବାର ମିଳିଛି,। ସରକାର ତରଫରୁ ପୁଣି ଲକ୍ଷ୍ମୀ ବାଜର ରେ ମଧ୍ୟ ରେ ଥିବା ବନ୍ଧ ଠାରେ ବହୁ ଦିନରୁ ପାର୍କ ରେ ନିର୍ମାଣ ପାଇଁ ବହୁ ଖର୍ଚ୍ଚ ହେଇ ଥିଲେ ମଧ୍ୟ ତାହା କାମ ରେ ଆସୁଥିବା ର ଦେଖିବାକୁ ଭଲ ଭାବେ ମିଳୁନି । ସରକାର୍ ଲୋକ ମାନଙ୍କ ପାଇଁ ବହୁ ସୁନ୍ଦର ଭାବ ରେ ପାର୍କ କରୁଥିଲେ ମଧ୍ୟ ତାହା କେତେ କାମ ରେ ଲାଗୁଛି ଦେଖି ବାକୁ ମିଳୁଛି ।

ଏବେ ଯାଏଁ କାମ ସରୁନି, ବହୁ ଖର୍ଚ୍ଚ ମଧ୍ୟ ହୋଇ ରହିଛି । ସରକାର୍ ଲୋକ ମାନଙ୍କ ପାଇଁ ବହୁ ଖର୍ଚ୍ଚ କରୁଛି ସତ୍ କିନ୍ତୁ ତାହା କାର୍ଯ୍ୟକାରୀ କେତେ ହୋଇ ଅଛି ତ୍ କେତେ ହୋଇ ପାରୁନାହିଁ ତାହ ପ୍ରଶାସନ ପକ୍ଷରୁ ଦେଖିଲେ ଭଲ ହୋଇ ପାରନ୍ତା। ତେଣୁ ଏହି ପରିସ୍ଥିତିରେ ଜନସାଧାରଣ କୁହନ୍ତି ସରକାର୍ କା ମାଲ୍ ଦରିଆମେ ଡାଲ, ଲକ୍ଷ୍ମୀ ବଜାର ଠାରେ ଥିବା ବନ୍ଧ ଠାରେ ତିଆରି ହେଉ ଥିବା ପାର୍କ କାମ ରେ ବହୁଖର୍ଚ ହେଲେ ମଧ୍ୟ ତାହା କୌଣସି କାମ ରେ ନୁହଁ।ସେହି ପାର୍କ କାମ ଅଧା ହୋଇ ରହିଛି ।