ମଦ୍ୟପ ଗାଡି ଚାଳକ ସାବଧାନ !

0
66
ମଦ୍ୟପ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୩) : ଗତ କିଛି ଦିନ ହେଲା ଗଜପତି ଜିଲ୍ଲା ରେ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଜିଲ୍ଲା ଏସ ପି ସ୍ଵାତି ଏସ କୁମାରଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ପୋଲିସ ବିଭିନ୍ନ ସ୍ଥାନ ରେ ଧରାପଗଡ଼ କରିଥିବା ଖବର ମିଳିଛି ।

କାଶୀନଗର ପୋଲିସ ଗତ ଦୁଇଦିନ ହେଲା ଅଲ ଓଡିଶା ରାସ୍ତାର ବିଭିନ୍ନ ଯାଗାରେ କାଶୀନଗର ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ଗୌଡ଼ ଙ୍କ ନିର୍ଦ୍ଦେଶରେ ମଦ୍ୟପ ଚାଳକ, ହେଲିମେଟ ନ ଥାଇ ଗାଡି ଚାଳନା, ମୋବାଇଲ ରେ କଥା ବାର୍ତା ହୋଇ ଗାଡି ଚାଳକ ଙ୍କୁ ଏହି ଧରାପଗଡ଼ରେ ସାମିଲ କରାଯାଇଥିବା ଶ୍ରୀ ଗୌଡ଼ କହିଛନ୍ତି।