ଢେଙ୍କାନାଳ ରେ ନୂତନ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗଦାନ

0
31
ଢେଙ୍କାନାଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୯/୦୩) : ପୌରପାଳିକାରେ ନୂତନ ନିର୍ବାହୀ ଅଧିକାରୀ ଭାବେ ସୁକାନ୍ତ ଚନ୍ଦ୍ର ବେଉରା ଯୋଗଦାନ କରିଛନ୍ତି ।

ଆଗାମୀ ଦିନରେ ଢେଙ୍କାନାଳ ପୌରପାଳିକା ର ସମସ୍ତ ପ୍ରକାରର ଉନ୍ନତିକରଣ ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି ଶ୍ରୀଯୁକ୍ତ ବେଉରା ଓ ସେ ଆଗରୁ କଟକ ଓ ରାଉରକେଲା ସହରରେ କାର୍ଯ୍ୟ କରିଆସିଥିବା ପ୍ରକାଶ କରିଛନ୍ତି ।