ଜଗନ୍ନାଥ ମନ୍ଦିର ରେ ସ୍ୱତନ୍ତ୍ର ପୂଜା

0
73
ଜଗନ୍ନାଥ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୫/୩) : କଥାରେ ଅଛି ବାର ମାସ ରେ ତେର ପର୍ବ ଓଡିଶା ରେ ରହି ଆସିଛି । ସେହିଭଳି କାଶୀନଗର ଜଗନ୍ନାଥ ମନ୍ଦିର ରେ ସ୍ୱତନ୍ତ୍ର ହୋମ ଓ ପୂଜା ଅନୁଷ୍ଠିତ ହେଉଛି ।

ଆଜି ପବିତ୍ର ଦୋଳ ପୁର୍ଣିମା ଯୋଗୁଁ ମନ୍ଦିର ରେ ସ୍ୱତନ୍ତ୍ର ପୂଜା ନୀତି ହେବା ସହ ହୋମ ଯଜ୍ଞ ଚାଲିଛି । ପ୍ରତ୍ୟେକ ପୁର୍ଣିମା ରେ ଏହି ନୀତି ଚାଲୁ ରହିବ ବୋଲି ମହନ୍ତ ଶ୍ରୀ ପଦ୍ମ ଚରଣ ଦାସ ଓ ସମାଜ ସେବୀ ଡ଼. ରମା କାନ୍ତ ପାତ୍ର କହିଛନ୍ତି । ମଣ୍ଟୁ ପାତ୍ର, ପ୍ରଶାନ୍ତ କୁମାର ଦାସ ଆଜିର ଏହି ପୂଜା ରେ ଯୋଗ ଦେଇଛନ୍ତି ।