ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଲା ପୁଲିସ ବାବୁଙ୍କ ସ୍କର୍ପିଓ

0
61
ଗୋଟିଏ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୨୬/୦୩) : ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଲା ପୁଲିସ ବାବୁଙ୍କ ସ୍କର୍ପିଓ । ଡ୍ରାଇଭର ର ଗାଡ଼ି ଚାଳନାକୁ ଦେଖି ରାସ୍ତାରେ ଯାଉଥିବା ଲୋକେ ଜୀବନବିକାଳେ ଦୌଡ଼ି ପଳାଇଥିଲେ।

କିଛି ସମୟ ପାଇଁ ରାସ୍ତା ପାଲଟିଯାଇଥିଲା ଜନଶୂନ୍ୟ । ଆଉ ଶେଷରେ ଉତ୍ତ୍ୟକ୍ତ ଲୋକେ ସ୍କପିଓ ଡ୍ରାଇଭରକୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ପୁଲିସ୍‌ ଜିମାରେ ଦେଇଥିଲେ । ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ମିଶନ ରୋଡରେ । ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତାରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଡ୍ରାଇଭରକୁ ଅଟକ ରଖିଛି। ସ୍କର୍ପିଓ ଡ୍ରାଇଭର ଜଣଙ୍କ ହେଲେ ସେଲୁନ ମାଲିକ ଶଙ୍କରା ଶର୍ମା । ଗୋଟିଏ ପରେ ଗୋଟିଏ ଗାଡ଼ିକୁ ପିଟି ଚାଲିଲା ପୁଲିସ ବାବୁଙ୍କ ସ୍କର୍ପିଓ । ଡ୍ରାଇଭରର ଗାଡ଼ି ଚାଳନାକୁ ଦେଖି ରାସ୍ତାରେ ଯାଉଥିବା ଲୋକେ ଜୀବନବିକାଳେ ଦୌଡ଼ି ପଳାଇଥିଲେ ।

କିଛି ସମୟ ପାଇଁ ରାସ୍ତା ପାଲଟିଯାଇଥିଲା ଜନଶୂନ୍ୟ । ଆଉ ଶେଷରେ ଉତ୍ତ୍ୟକ୍ତ ଲୋକେ ସ୍କପିଓ ଡ୍ରାଇଭରକୁ କାବୁ କରି ଉତ୍ତମ ମଧ୍ୟମ ଦେବା ସହ ପୁଲିସ୍‌ ଜିମାରେ ଦେଇଥିଲେ । ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଟାଉନ୍ ଥାନା ମିଶନ ରୋଡରେ । ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତାରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଡ୍ରାଇଭରକୁ ଅଟକ ରଖିଛି । ସ୍କର୍ପିଓ ଡ୍ରାଇଭର ଜଣଙ୍କ ହେଲେ ସେଲୁନ ମାଲିକ ଶଙ୍କରା ଶର୍ମା ।